26.1 C
Bhubaneswar
Wednesday, August 10, 2022
Homeଓଡିଶାବଡମ୍ବା ବନାଞ୍ଚଳରୁ ପୁଣି ଏକ ହାତୀ କଙ୍କାଳ ଠାବ

ବଡମ୍ବା ବନାଞ୍ଚଳରୁ ପୁଣି ଏକ ହାତୀ କଙ୍କାଳ ଠାବ

ବଡମ୍ବା : ବଡମ୍ବା ବନାଞ୍ଚଳରୁ ଆଇ ଏକ ହାତୀର କଙ୍କାଳ ଠାବ । ଗୋପ ପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଠାବ ହେଲା ହାତୀ କଙ୍କାଳ । ତଦନ୍ତ ପାଇଁ ଯାଇଥିବା ଏସଟିଏଫ ଟିମ ଦ୍ୱାରା ଠାବ ହେଲା କଙ୍କାଳ । ପୂର୍ବରୁ ମିଳିଥିବା ହାତୀ କଙ୍କାଳର ତଦନ୍ତ ପାଇଁ ଯାଇଥିଲା ଏସଟିଏଫ ।ହାତୀ  କଙ୍କାଳ ମିଳିବା ପରେ  ବନବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି।

୨୨ ଜିଲ୍ଲାରେ ପ୍ରବଳ ବର୍ଷା: ଜାରି ହେଲା ୟେଲୋୱାର୍ଣ୍ଣିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking