37.1 C
Bhubaneswar
Thursday, March 28, 2024
Homeକମନୱେଲଥ ଗେମ୍ସରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ : କୁସ୍ତିରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ : କୁସ୍ତିରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । କୁସ୍ତି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି ଭାରତର ଷ୍ଟାର ଆଥଲେଟ ରବି ଦହିୟା । ଏହା ସହିତ ଭାରତକୁ ଚଳିତ ଟୁର୍ଣ୍ଣାମେଣ୍ଟର ଦଶମ ସୁନା ପଦକ ବିଜୟୀ କରାଇଛନ୍ତି । ତେବେ କୁସ୍ତିରେ ଏହା ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି ରବି । ୫୭ କେଜି ବର୍ଗ ଫ୍ରି ଷ୍ଟାଇଲରେ ପୁରୁଷ କୁସ୍ତି ପ୍ରତିଯୋଗିତାରେ ନାଇଜେରିଆର ଏବିକେେବେନିମୋ ୱେଲସନଙ୍କ ୧୦-୦ରେ ମୂଳପୋଛ କରି ରବି ଏହି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି । ମ୍ୟାଚକୁ ଏକତରଫା ବିଜୟ ହାସଲ କରିବା ସହ ଭାରତକୁ ଚଳିତ କମନୱେଲଥ ଗେମ୍ସର ଦଶମ ସ୍ୱଣ୍ଣ ଦେଇଛନ୍ତି ରବି । ଏହା ବ୍ୟତୀତ କୁସ୍ତି ପାଇଁ ଏହି ପଦକ ଚତୁର୍ଥ ଥର ପାଇଁ ଭାରତ ହାସଲ କରିଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ : ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking