ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ । ଭାରତକୁ ଉଭୟ ପଦକ ମିଳିଛି କୁସ୍ତିରେ । ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ପୁନିଆଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ । ୫୭ କେଜି ବର୍ଗ ମହିଳା କୁସ୍ତିରେ ଅଂଶୁ ମଲ୍ଲିକଙ୍କୁ ମିଳିଛି ରୌପ୍ୟ । ଏବେ ସୁଦ୍ଧା ଭାରତକୁ ମିଳିଲାଣି ୨୨ଟି ପଦକ । ଭାରତକୁ ମିଳିଲାଣି ୭ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ମିଳିଛି … Continue reading ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ