ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର:  ଆସୁଛି ପୁଣି ଏକ ଲଘୁଚାପ ।  ପୁଣି ଭିଜିବ ଓଡ଼ିଶା  ! ଆଣ୍ଡାମାନ ସାଗର ଏବଂ ଏହାର ଆାଖପାଖରେ ମାସର ଶେଷ ଆଡକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି   ଆଞ୍ଚଳିକ ପାଣିପାଗ ବିଭାଗ ଶନିବାର ଟୁଇଟ କରି ସୂଚନା ଦେଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗର ଏବଂ … Continue reading ଆସୁଛି ଆଉ ଏକ ଲଘୁଚାପ