32.1 C
Bhubaneswar
Thursday, March 28, 2024
Homeଓଡିଶାବଡ଼ ଖବର: ରାଜ୍ୟରେ ଆଉ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ଜଣେ ଆକ୍ରାନ୍ତ

ବଡ଼ ଖବର: ରାଜ୍ୟରେ ଆଉ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ଜଣେ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ଓ ଜଣେ ଆକ୍ରାନ୍ତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର  ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨ କୁ ଛୁଇଁଛି । ମୃତକଙ୍କ ବିଷୟରେ ସରକାରୀ ଭାବେ ବିଶେଷ ତଥ୍ୟ ଦିଆଯାଇନି | ଖୋର୍ଦ୍ଧାରେ ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା | ଝାରପଡା ଅଂଚଳର ଜଣେ ବୃଦ୍ଧ | ସେ ଏପ୍ରିଲ ୬ ମାରିଥିଲେ |
ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଗଂଜାମ ଜିଲ୍ଲାର  ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି । ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ କୁ ଛୁଇଁଛି ।   ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରାଯାଉଛି ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହେଲେଣି । ୨ ଜଣଙ୍କର ମୃତ୍ୟୁ ହୋଇଥିଲାେବେଳ ୧୧୫ ଜଣ ଏବେ ଚିକିତ୍ସିତ  ହେଉଛନ୍ତି ।
https://onakhabar.com/2020/05/05/another-one-corona-patient-at-jajapur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking