ଠକ ତାନ୍ତ୍ରିକ କୈଫ୍ ନାଁରେ ଆଉ ଏକ ମାମଲା

କଟକ: ଠକ ତାନ୍ତ୍ରିକ କୈଫ୍ ଖାନ୍ ନାଁରେ ଆଉ ଏକ ମାମଲା ରୁଜୁ ହୋଇଥିବା ସୂଚନା । କେଶରପୁରର ଜଣେ ବ୍ୟକ୍ତିଙ୍କ ଠାରୁ ଠକିଥିବା ଅଭିଯୋଗ ହୋଇଛି । ପାରିବାରିକ ସମସ୍ୟା ଦୂର କରିବାକୁ କହି ଠକିଥିବା ଅଭିଯୋଗ ହୋଇଥିବା ସୂଚନା ।  ଓଡିଶା ଆସିବେ ନୀତିଶ କୁମାର !