ଇରାନରେ ଆଉ ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ

ତେହେରାନ :  ଆଉ ଜଣେ ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ଫାଶୀ ଦେଇଛନ୍ତି ଇରାନ ସରକାର । ଫାଶୀ ପାଇଥିବା ୨୪ ବର୍ଷୀୟ ଯୁବକଙ୍କ ନାଁ ହେଉଛି ମାଜିଦ୍ ରେଜା ରାହନାବାଡ୍  । ‘ଇଶ୍ବରଙ୍କ ବିରୋଧରେ ଯୁଦ୍ଧ’ ଅପରାଧ ପାଇଁ ତାଙ୍କୁ ମାସାଦ ସହରର ଏକ ସର୍ବସାଧାରଣ ସ୍ଥାନରେ ଫାଶୀ ଦିଆଯାଇଥିଲା । ତାଙ୍କ ଉପରେ ଦୁଇ ଜଣ ସୁରକ୍ଷାବଳଙ୍କ ହତ୍ୟା ଅଭିଯୋଗ ଲଗାଇବା ପରେ ନଭେମ୍ବର ୨୯ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତାଙ୍କୁ ଫାଶୀ ଦିଆଯିବା … Continue reading ଇରାନରେ ଆଉ ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ