37.1 C
Bhubaneswar
Saturday, April 20, 2024
Homeଓଡିଶାଯାଜପୁରକୁ ଗ୍ରାସିଛି କରୋନା, ଆଜି ଆଉ ୫ ଚିହ୍ନଟ

ଯାଜପୁରକୁ ଗ୍ରାସିଛି କରୋନା, ଆଜି ଆଉ ୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହି ୫ଜଣ ହେଉଛନ୍ତି ଯାଜପୁର ଜିଲ୍ଲାର | ରାଜ୍ୟର ସଂଖ୍ୟା ପହଁଚିଛି ୧୫୪ରେ | ଏହି ୫ ଜଣଙ୍କ ମଧରୁ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା | ପୁରୁଷଙ୍କ ବୟସ ହେଉଛି ୨୮ ଓ ୬୩ ଏବଂ ମହିଳାଙ୍କ ବୟସ ୨୪ ଓ ୬୦ ବର୍ଷ | ଏମାନେ ସମସ୍ତେ ବଙ୍ଗ ଫେରନ୍ତା ଲିଙ୍କ | ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସମସ୍ତଙ୍କୁ ଟପି ୪୫ରେ ପହଁଚିଛି | ଯାଜପୁର ଏବେ ରାଜ୍ୟରେ ହଟ ସ୍ପଟ ପାଲଟିଛି | ଜିଲ୍ଲାରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି | ବଙ୍ଗ ଫେରନ୍ତା ଏବେ ଯାଜପୁର ଜିଲ୍ଲା ପାଇଁ କାଳ ସାଜିଛନ୍ତି |
https://onakhabar.com/2020/05/01/one-more-corona-positive-identified-from-jajpur-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking