26.1 C
Bhubaneswar
Friday, March 29, 2024
Homeଓଡିଶାଖୁସି ଖବର: ରାଜ୍ୟରେ ଆଜି ୨୭୧୬ ଆକ୍ରାନ୍ତ ସୁସ୍ଥ ; ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା...

ଖୁସି ଖବର: ରାଜ୍ୟରେ ଆଜି ୨୭୧୬ ଆକ୍ରାନ୍ତ ସୁସ୍ଥ ; ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୪୯୧୩ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୫୪,୯୧୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଖୋର୍ଧାରୁ ୫୮୬ଜଣ, ସୁନ୍ଦରଗଡ଼ରୁ ୨୦୬ଜଣ, ଅନୁଗୁଳରୁ ୨୦୧, ମୟୁରଭଞ୍ଜରୁ ୧୫୬ଜଣ, କଟକରୁ ୧୧୯ଜଣ, ନୂଆପଡ଼ାରୁ ୧୦୬ଜଣ, ବଲାଙ୍ଗୀରରୁ ୧୦୫ଜଣ, ବରଗଡ଼ରୁ ୧୦୦ଜଣ, ସମ୍ବଲପୁରରୁ ୯୮ଜଣ, ଯାଜପୁରରୁ ୯୪ଜଣ, କେନ୍ଦ୍ରାପଡ଼ାରୁ ୭୧ଜଣ, ଝାରସୁଗୁଡ଼ାରୁ ୭୦ଜଣ, ଢ଼େଙ୍କାନାଳରୁ ୬୬ଜଣ, ପୁରୀରୁ ୬୫ଜଣ, କଳାହାଣ୍ଡିରୁ ୬୧ଜଣ, ଭଦ୍ରକରୁ ୫୮ଜଣ, ଜଗତସିଂହପୁରୁ ୫୬ଜଣ, ବାଲେଶ୍ବରରୁ ୪୮ଜଣ, ନବରଙ୍ଗପୁରରୁ ୪୮ଜଣ, ମାଲକାନଗିରିରୁ ୪୫ଜଣ, ସୁବର୍ଣ୍ଣପୁରରୁ ୪୫ଜଣ, କେନ୍ଦୁଝରରୁ ୩୯ଜଣ, କନ୍ଧମାଳରୁ ୩୮ଜଣ, ଗଞ୍ଜାମରୁ ୩୪ଜଣ, ନୟାଗଡ଼ରୁ ୩୦ଜଣ, କୋରାପୁଟରୁ ୨୯ଜଣ, ରାୟଗଡ଼ାରୁ ୨୭ଜଣ, ଦେବଗଡ଼ରୁ ୧୬ଜଣ, ଗଜପତିରୁ ୮ଜଣ, ବୌଦ୍ଧରୁ ୫ଜଣ ଓ ଷ୍ଟେଟପୁଲରୁ ୮୬ଜଣ ଆଜି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking