31.1 C
Bhubaneswar
Friday, March 29, 2024
Homeଓଡିଶାରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ, ଆଉ ୧୮ ସାମିଲ

ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ, ଆଉ ୧୮ ସାମିଲ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଉ ୧୮ଟି ସ୍ଥାନକୁ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି । ସହରର ଦକ୍ଷିଣପୂର୍ବ ଜୋନ୍‌ର ସତ୍ୟନଗରର ପ୍ଲଟ ନଂ ୭୩, ପଳାଶପଲ୍ଲୀ ବିଡିଏ କଲୋନୀ ପ୍ଲଟ ନଂ ସି-୩୯, ୟୁନିଟ-୪, ମଧୁସୂଦନନଗର ଏବଂ ଦକ୍ଷିଣପଶ୍ଚିମ ଜୋନ୍‌ର ୱାର୍ଡ ନଂ ୩୭ ସ୍ଥିତ ନୟାପଲ୍ଲୀର ଶ୍ରୀରାମ ବିହାର ଆପାର୍ଟମେଣ୍ଟ ଫ୍ଲାଟ ନଂ ୩୦୧, ୱାର୍ଡ ନଂ ୪୯ ସ୍ଥିତ ଖଣ୍ଡଗିରିର ଜୀବନ ଆନନ୍ଦ ଏ-୪, ପ୍ଲଟ୍‌? ନଂ ଏ/୪୦୧, ୱାର୍ଡ ନଂ ୬୨ ସ୍ଥିତ ପୋଖରୀପୁଟର ଇନ୍ଦ୍ରପ୍ରସ୍ଥ କଲୋନୀର ଫେଜ୍‌-୨ ପ୍ଲଟ୍ ନଂ ୫୦, ୱାର୍ଡ ନଂ ୩୭ ସ୍ଥିତ ନୟାପଲ୍ଲୀର ରାଜଧାନୀ ଗ୍ୟାସ ଲେନ୍ ପ୍ଲଟ ନଂ ୧୨୮୯, ୱାର୍ଡ ନଂ ୨୩ର କଳିଙ୍ଗବିହାର ଟାଟା ଆରେନା ଫ୍ଲାଟ ନଂ ୯୦୨, ଘାଟିକିଆର ଟ୍ରାଇଡେଣ୍ଟ ଗାଲେକ୍ସିର ଫ୍ଲାଟ ନଂ ୪୦୧, ୱାର୍ଡ ନଂ ୨୨ର କଳିଙ୍ଗ ଷ୍ଟଡିଓ ଛକର କୈଳାଶ ରେସିଡେନ୍ସି ଫ୍ଲାଟ ନଂ ଏଫ୍‌-୨୦୬କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି । ଏଥିସହ ଉତ୍ତର ଜୋନ୍‌ର ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରର ପ୍ଲଟ୍ ନଂ ୩୧୧/୨୦୪୭, ମଞ୍ଚେଶ୍ୱର ଇଡ୍‌କୋ କଲୋନୀର ଏମ୍‌ଆଇଜି-ବି୧/୧୧୭, ପଟିଆ କ୍ରିଷ୍ଣା ଏନ୍‌କ୍ଲେଭର ଏଫ୍‌ଏନ୍‌-୨୪, ପଟିଆ ପ୍ଲଟ ନଂ ୩୬୮/୧୯୦୬/୩୫୭୬, ମୈତ୍ରୀ ବିହାରର କ୍ୱାଟର ନଂ ଡି-୧୭, ଏସ୍‌ବିଆଇ ନିକଟସ୍ଥ ମୈତ୍ରୀ ବିହାର, ଜୟଦେବ ବିହାରର ପ୍ଲଟ ନଂ ୧୧୭/୩୩୫୩କୁ କଣ୍ଟେନମେଣ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking