32.8 C
Bhubaneswar
Tuesday, April 16, 2024
Homeଓଡିଶାଭୁବନେଶ୍ୱରରୁ ପୁଣି ୧୬କରୋନା ରୋଗୀ ଚିହ୍ନଟ,ଗୋଟିଏ ଦିନରେ ୧୮କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱରରୁ ପୁଣି ୧୬କରୋନା ରୋଗୀ ଚିହ୍ନଟ,ଗୋଟିଏ ଦିନରେ ୧୮କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୧୬ଜଣ ଭୁବନେଶ୍ୱର ବାସିନ୍ଦା ଅଟନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଆଜି ସକାଳେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ଏବଂ ଜଣେ ୨୯ ବର୍ଷ ବୟସ୍କ ଯୁବକ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
https://onakhabar.com/2020/04/05/two-more-corona-positive-in-bbsr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking