40.1 C
Bhubaneswar
Thursday, April 25, 2024
Homeଓଡିଶାଵାର୍ଷିକ ଉତ୍ସବ ପାଳନ

ଵାର୍ଷିକ ଉତ୍ସବ ପାଳନ

ଉଦଳା: କପ୍ତିପଦା ଵ୍ଲକ ନୂଆସାହି ଜ୍ଞାନ ଵିଜ୍ଞାନ ର ୧୨ ତମ ଵାର୍ଷିକ ଉତ୍ସବ ପାଳନ କରାଯାଇଛି । ପୂର୍ବତନ ଵିଡିଓ ଜଗନ୍ନାଥ ଵିଶ୍ବାଳ ମୁଖ୍ୟ ଅତିଥି ଭାବେ, ଗଗନ ଵିହାରି ପାଢୀ, ପ୍ରଵୋଧ ଚନ୍ଦ୍ର ଶତପଥି ଓ ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛୋଟ ଛୋଟ ପିଲାମାନଙ୍କୁ ଆଗକୁ ଜିବାର ପଥ ଦେଖାଇ ଥିଲେ । ଅଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି ସ୍ଵତନ୍ତ୍ର ଵକ୍ତାଭାଵେ ଅନୁଷ୍ଠାନ ର ପ୍ରାଣ କର୍ତ୍ତା ବାବା ଵଳିଆଙ୍କ ଆଦର୍ଶ ରେ ଅନୁ ପ୍ରାଣିତ ହୋଇ ଶିକ୍ଷା ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ । ଏହି ଉତ୍ସବ ରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଅଜୟ କୁମାର ପରିଡା ସଭା ପରିଚାଳନା କରିଥିଲେ ।ଶେଷରେ ଅନୁଷ୍ଠାନ ର ଭାଇସ ପ୍ରିନ୍ସପାଲ ସୁଶାନ୍ତ କୁମାର ମହାକୁଡ଼ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ । ସଭା ଶେଷରେ କୁନି କୁନି ପିଲା ମାନଙ୍କ ଦ୍ବାରା ମନୋରଞନ କାଯ୍ୟକ୍ରମ ହୋଇଥିଲା ।
https://onakhabar.com/2020/02/24/short-story-by-dr-rina-routray/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking