30.1 C
Bhubaneswar
Wednesday, April 24, 2024
Homeଓଡିଶାଓଡ଼ିଆ ଖବରକାଗଜ ମନ୍ଥନର ଏଗାରତମ ବାର୍ଷିକଉତ୍ସବ ଅନୁଷ୍ଠିତ

ଓଡ଼ିଆ ଖବରକାଗଜ ମନ୍ଥନର ଏଗାରତମ ବାର୍ଷିକଉତ୍ସବ ଅନୁଷ୍ଠିତ

ଯାଜପୁର:ଦୈନିକ ଓଡ଼ିଆ ଖବରକାଗଜ ମନ୍ଥନ ର ଏଗାରତମ ବାର୍ଷିକଉତ୍ସବ ଯାଜପୁର ରୋଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ସଭାପତିତ୍ୱରେ ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର ପ୍ରମୁଖ ଯୋଗଦେଇ ଖବରକାଗଜର ପାଠକ ସଂଖ୍ୟା ବଢିଲେ ଖବରକାଗଜ ବଞ୍ଚିବ ବୋଲି ମତପ୍ରକାଶ କରିଛନ୍ତି । ନିର୍ଭୀକ, ନିରପେକ୍ଷ ଖବର ପ୍ରକାଶିତ କଲେ ଖବରକାଗଜ ଲୋକାଦୃତ ହୋଇପାରିବ ବୋଲି ସେମାନେ କହିଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ , ଓଟିଭି ର ଅଭୟ ପତି, ବାଇଧର ମାଝୀ, ଗୋବରଘାଟି ସରପଞ୍ଚ ସୂର୍ଣ୍ଣଲତା ବନାରା ଙ୍କୁ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
https://onakhabar.com/2020/03/07/reliance-jio-and-bsnl-changed-their-default-caller-tune-to-spread-awareness-about-corona-virus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking