ମାର୍ଚ୍ଚ ୧୫ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ବା ବାର୍ଷିକ ପରୀକ୍ଷା ମାର୍ଚ୍ଚ ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ହୋଇପାରେ । ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପ୍ରସ୍ତୁତି ଆରମ୍ଭ କରିଛି । ଏହି ସମୟ ମଧ୍ୟରେ ପରୀକ୍ଷା କରିବା ପାଇଁ ଯୋଜନା ରହିଥିବା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଙ୍କୁ ଓସେପା ଅବଗତ କରିଛି । ପରୀକ୍ଷା ପରେ ୨୧ରୁ ୨୭ ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ କରାଯିବ । ୩୦ ତାରିଖରେ … Continue reading ମାର୍ଚ୍ଚ ୧୫ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା
Copy and paste this URL into your WordPress site to embed
Copy and paste this code into your site to embed