ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ

ଭୁବନେଶ୍ବର: ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ । ଆକ୍ରାନ୍ତ ପଶୁଙ୍କୁ ଅନ୍ୟ ଗୃହପାଳିତ ପଶୁଙ୍କ ଠାରୁ ଅଲଗା ରଖିବାକୁ ପ୍ରାଣୀପାଳକଙ୍କୁ ଟ୍ବିଟ କରି ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ । ଟ୍ବିଟ ଯୋଗେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ”ଲମ୍ପିଂ ନାମକ ଏକ ଚର୍ମ ରୋଗ ରାଜ୍ୟରେ ଗତ ୨୦୧୯ ମସିହାରେ ଦେଖାଦେଇଥିଲା । ଏହା ପରଠାରୁ ଏବେ ଯାଏଁ ଆଉ ଚିହ୍ନଟ ହୋଇନାହିଁ । ଯେତେବେଳେ ଏହା ଚିହ୍ନଟ ହୋଇଥିଲା ବିଭାଗ … Continue reading ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ