28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ ଆଣିଲେ ଆଶାୟୀ ପ୍ରାଥୀନି

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ ଆଣିଲେ ଆଶାୟୀ ପ୍ରାଥୀନି

ଯାଜପୁର: ଯାଜପୁର ଜିଲ୍ଲାର ରସଲପୁର ବ୍ଲକ. ଅନ୍ତର୍ଗତ ଅର୍ଥଙ୍ଗା ର 17ନଂ ୱାର୍ଡ ର ଅଙ୍ଗନବାୱାଡ଼ି କେନ୍ଦ୍ର ରେ ଚଂଚକତା କରି ଅଙ୍ଗନବାଡି କର୍ମୀ ନିଯୁକ୍ତି କରା ଯାଇଛି l ଏହି ଚଞ୍ଚକତା କନିଯୁକ୍ତି କୁ ଆଶାହୀ ପ୍ରାଥୀନି ମାନେ ବିରୋଧ କରି ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି l ଏହି କେନ୍ଦ୍ର ରେ ନିଯୁକ୍ତ ପାଇଥିବା କର୍ମୀ ଏହି ପଂଚାୟତ  ବାସିନ୍ଦା ନୁହନ୍ତି l ସେ ନିକଟସ୍ଥ ମଙ୍ଗରାଜ ପୁର ବାସିନ୍ଦା l ଅଙ୍ଗନବାଡି ରେ ଚାକିରୀ ପାଇଵା ପାଇଁ ଚଂଚକତା କରି ମଙ୍ଗରାଜପୁରର କେଶରପୁର ଥିବା ଭୋଟର ତାଲିକାରୁ ନାମ ରୁ ନାମ କୁ ବାଦେ କରି ଅର୍ଥ ରଂଗା ପଂଚାୟତ 17ନଂ ୱର୍ଡ ରେ ନାମକୁ ଦରଦ କରି ଅଙ୍ଗନବାଡି କର୍ମୀ ପାଇଁ ଦରଖାସ୍ତ କରି ଥିଲା ମାର୍କ ଅନ୍ୟ ପ୍ରାଥୀନିଙ୍କ ଠାରୁ ଅଧିକ ଥିବା ରୁ ଚୟନ ହୋଇଛି l ସରକାର ଙ୍କ ନିୟମ ଅନୁସାରେ ଯେଉଁ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ରେ ସେ ହି ଗ୍ରାମର ମହିଳା ମାନେ ପ୍ରାଥୀନି ହେବେ ଏହି କେନ୍ଦ୍ର ରେ ନିଯୁକ୍ତି ପାଇ ଥିବା ମହିଳା ଜଣକ ସ୍ୱମୀ ବି ଏଲ ଓ ଥିବା ରୁ ନିଜ ପନ୍ତୀ କୁ ଅଙ୍ଗନବାଡି ରେ ନିଯୁକ୍ତ କରିବା ପାଇଁ କଳାକୁ ଧଳା କରିବା ଢଙ୍ଗରେ ନିଜ କ୍ଷମତା ର ଆପୋ ପ୍ରୟୋଗ କରି ଅର୍ଥରାଙ୍ଗ ପଂଚାୟତ ର 17ନଂ ୱାର୍ଡ ରେ ଭୋଟର ତାଲିକା ରେ ପଂଜିକୃତ କରିଥିବାର ୱାର୍ଡ ବାସି ମାନେ ଅଭିଯୋଗ କରିଛନ୍ତି l 17ନଂ ୱାର୍ଡ ରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି ସେମାନ ଙ୍କ ମଧ୍ୟ ରୁ ଯୋଗ୍ୟ ବ୍ୟକ୍ତି ଙ୍କୁ ନିଯୁକ୍ତ ନ ଦିଆ ନଯାଇ ଅନ୍ୟ ପଂଚାୟତ ର ଚଞ୍ଚକତା କରି ଭୋଟର ତାଲିକାରେ ନାମ ପୁରାଇ ଅଙ୍ଗନବାଡି ପାଇଁ ଦରଖାସ୍ତ କରିଥିବା ପ୍ରାଥୀନି କୁ ନିଯୁକ୍ତି ମିଳିଲା ଗ୍ରାମ ବାସୀମାନେ ପ୍ରଶ୍ନ କରି ଛନ୍ତି ଏହା ତଦନ୍ତ କରିବା ପାଇଁ ନିଯୁକ୍ତି ପାଇଁ ଆଶାହୀ ପ୍ରାଥୀନି ମାନେ ଓ ଗ୍ରାମ ବାସିଙ୍କ ତରଫରୁ ଯାଜପୁର ଜିଲ୍ଲା ପାଳ ଓ ସି ଡି ପି ଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking