37.1 C
Bhubaneswar
Thursday, March 28, 2024
Homeଓଡିଶାଏପ୍ରିଲ ୩୦ଯାଏଁ ଅଙ୍ଗନବାଡି ବନ୍ଦ

ଏପ୍ରିଲ ୩୦ଯାଏଁ ଅଙ୍ଗନବାଡି ବନ୍ଦ

ଭୁବନେଶ୍ୱର : ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର । ପୂର୍ବରୁ ଅଙ୍ଗନବାଡି କେନ୍ଦ୍ର ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏବେ କରୋନା ଅତି ଭୟଙ୍କର ରୂପ ନେଉଥିବାରୁ ସରକାର ଛୁଟି ବୃଦ୍ଧି କରିଛନ୍ତି । ତେବେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହୁଥିବାରୁ ୩ରୁ ୬ ବର୍ଷ ବୟସର ପିଲା ଓ ପ୍ରସୂତିଙ୍କ ଘରେ ପହଞ୍ଚାଯିବ ଶୁଖିଲା ଖାଦ୍ୟ ଏନେଇ ଆଜି ପ୍ରେସ ମିଟରେ କୋଭିଡ -୧୯ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
https://onakhabar.com/2020/03/23/lock-down-from-5-districts-to-14-districts/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking