ଆନ୍ଧ୍ର ଭାଷା କହୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ ସମାଲୋଚନାର ଜବାବ ଦେଲା ବିଜେପି । ଲଳିତେନ୍ଦୁ ମହାପାତ୍ର, ମୁକେଶ ମହାଲିଙ୍ଗ, ସୂର‌୍ୟ୍ୟବଂଶୀ ସୂରଜ, ସନ୍ଧଚ୍ଛନ ବିଜୁଳିଙ୍କ ଜବାବ ।  ବିଜେଡି ମୁହଁରେ ଆନ୍ଧ୍ର ଭାଷା ବୋଲି କହିଲେ ବିଜେପି ବିଧାୟକ । ଅସହିଷ୍ଣ ହୋଇ ବିଜେଡି ନେତା ମତ ରଖିବା ଦୁଃଖଦାୟକ, ଦୁର୍ଭାଗ୍ୟଜନକ, ସ୍କୁଲ ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ, ବରପୁତ୍ରଙ୍କ ସ୍ମୃତିଚାରଣ ଅପରାଧ କି । ଯଦି ଏହା ଅପରାଧ ଆମେ କହିବୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର … Continue reading ଆନ୍ଧ୍ର ଭାଷା କହୁଛି ବିଜେଡି: ବିଜେପି