ଆଉ ଦୁଇ ଦିନ ପରେ ସରିବ ଭଦ୍ରକ ପ୍ରସିଦ୍ଧ କାଳୀ ପୂଜା

ଭଦ୍ରକ : ଜମୁଛି ଓଡିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼.. ଦିନ ଅପେକ୍ଷା ରାତ୍ରିର କାଳୀପୂଜା ର ମାହୋଲ ଟିକେ ଭିନ୍ନ. ସବୁଠି ସୁଉଚ ତୋରଣ ସାଙ୍ଗକୁ ରାତ୍ରିର ଅଲୋକ ସଜା ପୂଜାର ମାହୋଲ କୁ ଦିଗୁଣିତ କରିଛି. ଦର୍ଶକ ମାନେ ପୂଜା ମଣ୍ଡପ ରେ ମା କାଳୀ ଙ୍କୁ ଦର୍ଶନ କରିବା ସହିତ ପାର୍ଶ୍ଵ ମୂର୍ତ୍ତି ଦେଖି ବେଶ ଆନନ୍ଦ ଅନୁଭବ କରୁଛନ୍ତି.ସେହିପରି ମିନା ବଜାର ଓ ଚରକି ରେ ବୁଲି … Continue reading ଆଉ ଦୁଇ ଦିନ ପରେ ସରିବ ଭଦ୍ରକ ପ୍ରସିଦ୍ଧ କାଳୀ ପୂଜା