26.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଉ ୪ ନୂଆ କରୋନା ପଜେଟିଭ୍ ଚିହ୍ନଟ, ସଂଖ୍ୟା ପହଁଂଚିଲା ୪୮

ରାଜ୍ୟରେ ଆଉ ୪ ନୂଆ କରୋନା ପଜେଟିଭ୍ ଚିହ୍ନଟ, ସଂଖ୍ୟା ପହଁଂଚିଲା ୪୮

ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ମଧ୍ୟ ରାତ୍ରିରେ ପୁଣି ନୂଆ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟାହ୍ନରେ ଢ଼େଙ୍କାନାଳ ଓ ଭୁବନେଶ୍ୱରରେ ଦୁଇଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ଏନେଇ ଗୋଟିଏ ଦିନରେ ରାଜ୍ୟରେ ୬ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିଭ୍ ସଂଖ୍ୟା ୪୮ରେ ଛୁଇଁଲା । କିନ୍ତୁ ୪୫ରୋଗୀ ଚିକିତ୍ସିତ ହେଉଛନ୍ତି । ୨ଜଣ ସୁସ୍ଥ ହୋଇ ଫେରିଥିଲା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ୪୦୮ ନମୂନା ପରୀକ୍ଷା କରାଯାଇଥିଲା । ସେଥିରୁ ୪୦୨ଟି ନେଗେଟିଭ୍ ଆସିଥିଲା । ଏନେଇ ଏହି ୪ ଜଣ କେଉଁ ଜାଗାର ବର୍ତମାସ ସୁଦ୍ଧା ସରକାରରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।
https://onakhabar.com/2020/04/09/two-more-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking