କାର ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ , 4 ବର୍ଷର ଝିଅ ଗୁରୁତର

ବ୍ୟୁରୋ : ଗୋଟିଏ ସ୍କୁଟରକୁ ଧକ୍କା ଦେଲା ଏକ ମର୍ସିଡିଜ୍ କାର୍ । ଦୁର୍ଘଟଣାଟି ଘଟିଛି ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱାରକା ସେକ୍ଟର 17 ଅଞ୍ଚଳରେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମର୍ସିଡିଜ୍ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ବର୍ଷର ଝିଅ ଗୁରୁତର ଆହତ ହୋଇଛିନ୍ତି । ମୃତ ବୃଦ୍ଧ ଜଣକ … Continue reading କାର ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ , 4 ବର୍ଷର ଝିଅ ଗୁରୁତର