୮୨ ବର୍ଷୀୟ ବୃଦ୍ଧକୁ ଫାଶି ଦଣ୍ଡ

ରାଜସ୍ଥାନ: ୮୨ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଫାଶି ଦଣ୍ଡାଦେଶ । ଧୋଲପୁର ଜିଲ୍‌ଲା ଏସସି/ଏସଟି କୋର୍ଟ ଦେଲେ ଫାଶି ଦଣ୍ଡାଦେଶ । ୪ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ବୃଦ୍ଧଙ୍କୁ ଫାଶି ଦଣ୍ଡ । ୨୦୦୮ରେ ୪ ଜଣ ଶ୍ରମିକଙ୍କୁ ଗୁଳି କରି ମାରିଥିଲେ ବୃଦ୍ଧ କୀର୍ତ୍ତି ରାମ୍ ।  ଘରୋଇ ହସ୍ପିଟାଲରେ ଚଢାଉ