29.1 C
Bhubaneswar
Thursday, April 25, 2024
Homeଓଡିଶାଆମୋନିଆ ଗ୍ୟାସ ଲିକ : ୧୫ ଅସୁସ୍ଥ

ଆମୋନିଆ ଗ୍ୟାସ ଲିକ : ୧୫ ଅସୁସ୍ଥ

ପାରାଦୀପ : ପାରାଦୀପ ଗଡରେ ଆମୋନିଆ ଗ୍ୟାସ ଲିକ ହୋଇ ୧୫ ଅସୁସ୍ଥ ହୋଇପଡୁଛନ୍ତି ।  ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ସୂଚନା ମିଳିଛି ।  ୩ ଗୁରୁତର ଏସସିବି ସ୍ଥାନାନ୍ତର , ଗୁରୁତରଙ୍କ ଭିତରେ ୮ ବର୍ଷର ଶିଶୁ ରହିଛନ୍ତି  ା ଆମୋନିଆ ଗ୍ୟାସ ଲିକର କାରଣ ଜଣାପଡିନାହିଁ ।   ଗ୍ୟାସ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଂଚଳର ଟେକ୍ସିସିଆନଙ୍କୁ ଡକାଯାଇଛି ।  ଗ୍ୟାସ ଲିକ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking