ଅମିତ ଶାହାଙ୍କ ଓଡିଶା କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ ହୋଇଛି । ଗୁଜରାଟକୁ ଆସୁଥିବା ବାତ୍ୟା ବିପର୍ଯ୍ୟୟ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଛି । ସ୍ଥଗିତ ନେଇ ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ୧୭ରେ ଅମିତ ଶାହାଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ଥିଲା । ଢେଙ୍କାନାଳ ପରେ କେନ୍ଦ୍ରାପଡା ଓ କଟକରେ ବି କାର୍ଯ୍ୟକ୍ରମ ରହିଥିଲା । ତେବେ ରାଷ୍ଟ୍ରୀୟ ସଭାପତିନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଛି । ୨୨ରେ ନଡ୍ଡାଙ୍କ କଳାହାଣ୍ଡି … Continue reading ଅମିତ ଶାହାଙ୍କ ଓଡିଶା କାର୍ଯ୍ୟକ୍ରମ ସ୍ଥଗିତ