40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ହେବ ବିଜୟ

ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ହେବ ବିଜୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଆଜି ଶେଷ ଦିନ । ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାରର ଶେଷ ଦିନରେ ଅମିତ ଶାହ ଓ ମମତା ବାନାର୍ଜୀ ରୋଡ ସୋ କରିଥିଲେ ଏବଂ ଜନସଭା କରିଥିଲେ । ଏହାପରେ ଅମିତ ଶାହ ନନ୍ଦୀଗ୍ରାମରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ନନ୍ଦୀଗ୍ରାମରୁ ବିଜେପୀ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଙ୍କ ବିଜୟର ଦାବି କରିଥିଲେ ।
ମମତାଙ୍କୁ ଆକ୍ରମଣ କରିବା ସ୍ୱରୂପ ଅମିତ ଶାହ କହିଥିଲେ, ବଙ୍ଗଳା ରେ ମମତା ଦିଦିଙ୍କ ପରାଜୟ ହେବ । ଯେତେବେଳେ ସେ ବଙ୍ଗଳା ରୁ ଯିବେ, ସେତେବେଳେ ବଙ୍ଗଳା ରେ ପ୍ରକୃତ ପରିବର୍ତ୍ତନର ଆରମ୍ଭ ହେବ । ଏହାସହିତ ଅମିତ ଶାହ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଭୋଟ ମାଗିଥିଲେ ମଧ୍ୟ । ବଙ୍ଗଳା ର ବିକାଶ ପାଇଁ ବିଜେପିକୁ ଭୋଟ ଦିଅନ୍ତୁ । ନନ୍ଦୀଗ୍ରାମ ସିଟରୁ ବିଜେପି ପ୍ରାର୍ଥୀ ରେକର୍ଡ ସଂଖ୍ୟକ ଭୋଟ ପାଇବେ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking