33.1 C
Bhubaneswar
Wednesday, April 24, 2024
Homeକରୋନାବଡ଼ ଖବର : ଅମିତ୍ ଶାହା ଙ୍କୁ କରୋନା

ବଡ଼ ଖବର : ଅମିତ୍ ଶାହା ଙ୍କୁ କରୋନା

ନୂଆଦିଲ୍ଲୀ, ୦୨|୦୮:  ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

ସେ ନିଜ ଟ୍ବିଟ୍ ରେ ସୂଚନା ଦେଇଛନ୍ତି ଯେ , କରୋନ ଭାଇରସ ର ଲକ୍ଷଣ ଦେଖିବା ପରେ ମୁଁ ନିଜର ସ୍ବାବ ପରୀକ୍ଷା କରିଥିଲି। ରିପୋର୍ଟ ପଜିଟିଭ ଆସିଛି।
ସେ କହିଛନ୍ତି ଯେ, ତାଙ୍କ ଶରୀର ସୁସ୍ଥ ଥିଲେ ବି ଡକ୍ଟର ଙ୍କ ଆଦେଶ ରେ ସେ ଏବେ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି।ତେବେ ଏଇ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜକୁ ଆଇସୋଲଟେ କରିବାକୁ ଗୃହ ମନ୍ତ୍ରୀ ଅନୁରୋଧ କରିଛନ୍ତି।  ଏଥି ସହ ନିଜନିଜର କରୋନା ପାଇଁ ପରୀକ୍ଷା କରିନେବା ପାଇଁ ମଧ୍ୟ କହିଛନ୍ତି।
ଆସନ୍ତା୫ ତାରିଖ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଆଜି ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କରୋନା ରେ ପ୍ରାଣ ହାରିଲେ। ଏପଟେ ଗୃହ ମନ୍ତ୍ରୀ କରୋନା ଆକ୍ରାନ୍ତ ହେଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking