ଆମେରିକା ଦେଲା ଖୋଲା ଧମକ : ଯଦି ଇରାନ ଓ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରନ୍ତି ତେବେ ଆମେରିକା ଚୁପ ବସିବ ନାହିଁ

ବ୍ୟୁରୋ : ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଥିଲା ।  ଆମେରିକା ଏହି ଆକ୍ରମଣକୁ ଖୋଲାଖୋଲି ନିନ୍ଦା କରି ତାହାକୁ  ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛି । କେବଳ ଏତିକି ନୁହେଁ ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲ ଗସ୍ତ  କରି ନିଜର ସମର୍ଥନ ଜଣାଇଛନ୍ତି । ସହାୟତା ଦେବକୁ ଆମେରିକା ଇସ୍ରାଏଲ ସୀମା … Continue reading ଆମେରିକା ଦେଲା ଖୋଲା ଧମକ : ଯଦି ଇରାନ ଓ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରନ୍ତି ତେବେ ଆମେରିକା ଚୁପ ବସିବ ନାହିଁ