27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆମେରିକା ରାଷ୍ଟ୍ରପତି ନର୍ବାଚନରେ ନା ରହୁଛି ମୁହଁରେ ମାସ୍କ ନା ରହୁଛି ସାମାଜିକ ଦୂରତା

ଆମେରିକା ରାଷ୍ଟ୍ରପତି ନର୍ବାଚନରେ ନା ରହୁଛି ମୁହଁରେ ମାସ୍କ ନା ରହୁଛି ସାମାଜିକ ଦୂରତା

ୱାଶିଂଟନ : କରୋନାରେ ଅଧିକମାତ୍ରାରେ ସଂକ୍ରମିତ ଦେଶ ମଧ୍ୟରେ ଆମେରିକା ହଟ୍ ଲିଷ୍ଟରେ ।କିନ୍ତୁ ଏହି ମହାମାରୀ ମଧ୍ୟରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା । ଟ୍ରମ୍ପଙ୍କ ରାଲି ଯୋଗୁଁ ଏବେ ପର୍ଯ୍ୟନ୍ତ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେୁ ୩୦ ହଜାରୁ ଅଧିକ ଲୋକ ସଂକ୍ରମିତ ହେଲେଣି ।ଡୋନାଲ ଟ୍ରମ୍ପ ୧୮ଟି ରାଲି କରିସାରିଲେଣି । କିନ୍ତୁ ରାଲିରେ ଅଂଶଗ୍ରହଣ କରିଥବବା ଲୋକଙ୍କୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ ।କରୋନୋ ସମୟରେ ମଧ୍ୟ ତାଙ୍କ ରାଲିରେ ହଜାର ହଜରା ଲୋକଙ୍କର ଭିଡ଼ ହେଉଛି ।ନା ରହୁଛି ସାଜିକ ଦୂରତା ନା ରହୁଛି ମୁହଁରେ ମାସ୍କ । କରୋନା ନିୟମକୁ ଉଲକଲଂଘନ କରାଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking