ବାଲେଶ୍ୱର: ଗିରଫ ହେଲେ ଅମରେଶ ଜେନା । ବାଲେଶ୍ୱରରୁ ବିଜେଡିର କର୍ପୋରେଟର ଅମରେଶ ଜେନା ଗିରଫ । ଜଣେ ଯୁବତୀ ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ରାତିସାରା ଲକ୍ଷ୍ମୀସାଗର ପୋଲିସ ରେଡ୍ କରିଥିଲା । ବର୍ତ୍ତମାନ ତାଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି। ସୂଚନାନୁସାରେ ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା … Continue reading ଅମରେଶ ଜେନା ଗିରଫ
Copy and paste this URL into your WordPress site to embed
Copy and paste this code into your site to embed