କୋରାପୁଟ : ରାଜ୍ୟ ସରକାରଙ୍କ ଶିଶୁ ଓ ଜନନୀ ସୁରକ୍ଷା ନିମନ୍ତେ ଆମ୍ବୁଲାନ୍ସ ସେବାଭଳି ବିଭିନ୍ନ ଯୋଜନା ଗୁଡିକ ରହିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ର-ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗଲୁର ଗ୍ରାମପଞ୍ଚାୟତ ପଟୁଗୁଡା ଗାଁରେ। ସୂଚନାଯୋଗ୍ୟ କି ପଟୁଗୁଡ଼ା ଗାଁର ସୁନ ମାରି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ସମ୍ପର୍କୀୟ … Continue reading ଭାରରେ ବୁହାହେଲେ ଗର୍ଭବତୀ
Copy and paste this URL into your WordPress site to embed
Copy and paste this code into your site to embed