ଉତ୍କଳ ବିଶ୍ବବିଦ୍ୟାଳୟରେ ଡ.ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ସମାଜର ସବୁ ପ୍ରକାର ବାଧାବିଘ୍ନକୁ ଏଡାଇ ମାନବ ଜାତି ପାଇଁ ଏକ ନୂତନ ଇତିହାସ ଲେଖିଯାଇଛନ୍ତି ଡ.ଆମ୍ବେଦକର ଭୁବନେଶ୍ବର: ସାରା ବିଶ୍ୱରେ ଜ୍ଞାନାଲୋକର ପ୍ରତୀକ, ମହାମାନବ ତଥା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ପରିବ୍ୟାପ୍ତ ହେବାରେ ଲାଗିଛି। ଆଜି ପାଶ୍ଚାତ୍ୟ ଦେଶଗୁଡିକରେ ବାବାସାହେବଙ୍କ ଜ୍ଞାନ ଓ ଗାରିମାର ଭରପୁର ଚର୍ଚ୍ଚା ହେଉଥିବାବେଳେ ସମାଜର ସବୁ ପ୍ରକାର ବାଧାବିଘ୍ନକୁ ଏଡାଇ ଏ ଦେଶ, ଏ ମାନବ ଜାତି ପାଇଁ ଏକ ନୂତନ … Continue reading ଉତ୍କଳ ବିଶ୍ବବିଦ୍ୟାଳୟରେ ଡ.ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ