33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ୨୦୨୧; ପାଆନ୍ତୁ ଵମ୍ପର ଅଫର

ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ୨୦୨୧; ପାଆନ୍ତୁ ଵମ୍ପର ଅଫର

ନୂଆଦିଲ୍ଲୀ : ଅନଲାଇନ୍ ସପିଙ୍ଗ ୱେବସାଇଟ ଆମଜନ୍ ତାର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଆରମ୍ଭ କରି ଦେଇଛି । ଏଥିରେ ଆପଣଙ୍କୁ ଇଲେକ୍ଟ୍ରନିକ୍ସଠୁ ନେଇ କପଡା, ଜୋତା ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଉପରେ ଜବରଦସ୍ତ ଅଫର ମିଳୁଛି । ସେହିପରି ଆଜି ଆମେ ଆପଣଙ୍କ ଏଭଳି ଏକ ଡିଲ ବିଷୟରେ କହିବାକୁ ଯାଉଛୁ । ଆସର ଆସପାଏର ୫ ଇଂଟେଲ କୋର ଆଇ୩ ୧୧ତମ ଜେନ ଲାପଟପ କୁ ଆପଣ ଏହି ସେଲରେ ୩୬ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିରେ କିଣି ପାରିବେ । ତେବେ ଆସନ୍ତୁ ଜାଣିବା

ଆସର୍ ର ଏହି ଲ୍ୟାପଟପ୍ ର ଦାମ ୫୫,୯୯୦ ଟଙ୍କା କିନ୍ତୁ ଏହି ସେଲ ରେ ଆପଣଙ୍କୁ ଏହା ୧୬,୯୯୫ ଟଙ୍କା ରିହାତିରେ ମିଳୁଛି ଯାହାଦ୍ୱାରା ଏହାର ଦାମ ହ୍ରାସ ହୋଇ ୩୮,୯୯୫ ହୋଇଯାଇଛି । ଏହାସହିତ ଏହି ଡିଲରେ ଆପଣଙ୍କୁ କୁପନ ଡିସକାଉଣ୍ଟର ସୁବିଧା ମଧ୍ୟ ମିଳୁଛି । ଯାହାଦ୍ୱାରା ଆପଣଙ୍କୁ ଆହୁରି ୧୨୫୦ ଟଙ୍କା ରିହାତି ମିଳୁଛି । ଏହାକୁ ମିଶାଇ ୧୮,୨୪୫ ଟଙ୍କା ରିହାତି ମିଳୁଛି ।

ଏହାସହିତ ଏହି ଡିଲରେ ଆପଣଙ୍କୁ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳୁଛି । ଯାହାଦ୍ୱାରା ଆପଣ ଯଦି ଆସରର ଏହି ଲ୍ୟାପଟପକୁ ଆପଣଙ୍କ ପୁରୁଣା ଲ୍ୟାପଟପ ବଦଳ କରି କିଣିବେ ତେବେ ଆପଣ ୧୯,୧୦୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚେଇ ପାରିବେ । ଏହି ଡିଲରେ ଆପଣ ୩୬,୩୪୫ ଟଙ୍କାର ରିହାତି ପାଇ ପାରିବେ ।

ସୂଚନଯୋଗ୍ୟ, ଆସରର ଏହି ପତଳା ଏବଂ ହାଲୁକା ଲ୍ୟାପଟପ ୨୫୬ଜିବି ଏସଏସଡି ଷ୍ଟୋରେଜ, ୧୪ ଇଂଚର ସ୍କ୍ରିନ, ୱିଣ୍ଡୋଜ ୧୦ ହୋମର ଅପରେଟିଙ୍ଗ ସିଷ୍ଟମ ଏବଂ ୟୁଏଚଡି ଗ୍ରାଫିକ୍ସ ସହ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking