29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଅମରନାଥ ଯାତ୍ରା ବାତିଲ

ଅମରନାଥ ଯାତ୍ରା ବାତିଲ

ନୂଆଦିଲ୍ଲୀ: କରୋନା କବଜାରେ ସାରା ଦେଶ । ଏହି କାରଣରୁ ଅର୍ଥନୀତି ସହ ସବୁ କ୍ଷେତ୍ରରେ ଅଧିକ ପ୍ରଭାବ ପଡିଛି । ଶିକ୍ଷାନୁଷ୍ଠାନ ସହ ସମସ୍ତ ମନ୍ଦିର ଯାତ୍ରାକୁ ବନ୍ଦ କରାଯାଉଛି । ଏହାରି ମଧ୍ୟରେ କରୋନା ପାଇଁ ଏବର୍ଷର ପ୍ରସିଦ୍ଧ ଅମରନାଥ ଯାତ୍ରା ବାତିଲ କରାଯାଇଛି । ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ନିଷ୍ପତ୍ତି ନେଇଛନ୍ତି । ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଏପରି ନିଷ୍ପତ୍ତି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking