ପୁଲିସର ନିର୍ଯ୍ୟାତନା ପାଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଆଇଆସିସିଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଯାଜପୁର : ପୋଲିସର ନିର୍ଯ୍ୟାତନା ସହି ନପାରି ଯୁବକ କଲେ ଆତ୍ମହତ୍ୟା । ଏମିତି ଏକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଲ୍ଲିପୁର ଗ୍ରାମରୁ ।ସୂଚନା ଅନୁଯାୟୀ ଏହି ଗ୍ରାମର ଉଗ୍ରେସନ ବାରିକଙ୍କ ପୁଅ ସରୋଜ ବାରିକଙ୍କ ସହିତ ନଛେନ୍ଦ୍ରପୁର ଗ୍ରାମର ଏକ ଝିଅ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ଏହାକୁ ନେଇ ଉଭୟ ଙ୍କ ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେବା ସହ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ପରେ ମଙ୍ଗଳପୁର … Continue reading ପୁଲିସର ନିର୍ଯ୍ୟାତନା ପାଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଆଇଆସିସିଙ୍କୁ ଅଟକ ରଖିଲେ ଗ୍ରାମବାସୀ