ଡାକ୍ତର ଛାତ୍ରଛାତ୍ରୀଙ୍କୁ ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ ମାଡ ମାରିଥିବା ଅଭିଯୋଗ
ବ୍ରହ୍ମପୁର: କଟକ ବଡ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଟକ ବଡ ମେଡିକାଲ ୧୦୧ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ୱାଗତ ନାଁରେ ସେମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ପିଲାମାନେ ଯାଇଥିଲେ ସେ ବସ ଭାଙ୍ଗି ଦେଇଛନ୍ତି ଏମକେସିଜି ଛାତ୍ରଛାତ୍ରୀ । ପ୍ରତିବର୍ଷ ମେଡିକାଲ କଲେଜଗୁଡିକୁ ନେଇ ଆୟୋଜିତ … Continue reading ଡାକ୍ତର ଛାତ୍ରଛାତ୍ରୀଙ୍କୁ ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ ମାଡ ମାରିଥିବା ଅଭିଯୋଗ
Copy and paste this URL into your WordPress site to embed
Copy and paste this code into your site to embed