ଚୀନ୍‌ର ସବୁଠାରୁ ବଡ ଆଇଫୋନ୍‌ ତିଆରି କରାଯାଉଥିବା ପ୍ଲାଣ୍ଟରୁ ପଳାଇଲେ ସମସ୍ତ କର୍ମଚାରୀ : ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା

ବେଜିଂ : ଚୀନ୍‌ରେ ପୁଣି ଫେରିଛି କୋଭିଡ୍‌ । ଚୀନ୍‌ର ଝେଙ୍ଗଝାଓ ଇକୋନୋନିକ ଜୋନ୍‌ରେ ଥିବା ଆପଲ୍‌ର ସବୁଠାରୁ ବଡ ପ୍ଲାଣ୍ଟ  ନିକଟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ପ୍ରଥମେ ଚୀନ୍‌ର ବୁହାନରୁ କୋଭିଡ୍‌ ଆରମ୍ଭ ହୋଇଥିବା ବେଳେ ଏହାର କରାଳ ଛାୟା ସାରା ବିଶ୍ୱ ଉପରେ ପଡିଥିଲା । ଫକ୍ସକନ୍‌ ଏଠାରେ ସବୁଠାରୁ ବଡ ପ୍ଲାଣ୍ଟ ଚଳାଉଥିବା ବେଳେ ସେଠାରେ ଷ୍ଟାଟିକ୍‌ ମ୍ୟାନେଜ୍‌ମେଣ୍ଟ ବା ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା … Continue reading ଚୀନ୍‌ର ସବୁଠାରୁ ବଡ ଆଇଫୋନ୍‌ ତିଆରି କରାଯାଉଥିବା ପ୍ଲାଣ୍ଟରୁ ପଳାଇଲେ ସମସ୍ତ କର୍ମଚାରୀ : ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା