38.1 C
Bhubaneswar
Tuesday, April 23, 2024
Homeଓଡିଶାପିଲାଙ୍କୁ ଘରେ ଯାଇ ବହି ଦେବେ ଶିକ୍ଷକ

ପିଲାଙ୍କୁ ଘରେ ଯାଇ ବହି ଦେବେ ଶିକ୍ଷକ

ଭୁବନେଶ୍ୱର: ଏବେ ଦେଶ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଲକ ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ଭାରତ ସରକାର । ତେବେ ଏହା ଭିତରେ ପିଲାଙ୍କ ପାଠ ପଢା ଯେପରି ବ୍ୟାହତ ନହେବ ସେଥିପାଇଁ ପୁରୀ ଜିଲ୍ଲାରେ ପିଲାଙ୍କ ଘରେ ଯାଇ ବହି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବହି ଦିଆଯିବ । ୨୫ ତାରିଖ ସୁଦ୍ଧା ସମସ୍ତ ପିଲାଙ୍କ ନିକଟରେ ବହି ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ତେବେ ପିଲାମାନେ ବହି ନେବାକୁ ଆସିବେନି । ବରଂ ଶିକ୍ଷକମାନେ ଯାଇ ବହି ଦେଇ ଆସିବେ । ଜିଲ୍ଲା ଏବଂ ସ୍କୁଲରେ ବହି ପହଂଚିସାରିଛି । ମେ ୩ ତାରିଖ ପରେ ମାଟ୍ରିକ ଖାତା ଦେଖାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking