34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶତାଜମହଲର ସବୁ ଫୁଆରା ବନ୍ଦ କରାଯାଉ: ଓୱେସି

ତାଜମହଲର ସବୁ ଫୁଆରା ବନ୍ଦ କରାଯାଉ: ଓୱେସି

ହାଇଦ୍ରାବାଦ: ବାରାଣସୀର ଜ୍ଞାନବାପୀ ମସ୍‌ଜିଦରେ ଥିବା ଏକ କୁଅରୁ ଶିବଲିଙ୍ଗ୍ ଠାବ କରାଯାଇଛି ବୋଲି ବିବାଦୀୟ ସମ୍ବାଦ ପ୍ରସାରିତ ହୋଇଛି । ଏହାର ସତ୍ୟତା ଏପର୍ଯ୍ୟନ୍ତ ପଦାକୁ ଆସିନଥିବାବେଳେ ଶିବଲିଙ୍ଗର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ବାରାଣସୀ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇସାରିଛନ୍ତି । ତେବେ ଏହି ପ୍ରସଙ୍ଗରେ ଏଆଇଏମଆଇଏମ ଦଳର ଅଧ୍ୟକ୍ଷ ଆସାଉଦ୍ଦିନ ଓୱେସି ଭିନ୍ନମତ ପୋଷଣ କରିଛନ୍ତି । ଯଦି ଜ୍ଞାନବାପୀ ମସଜିଦରେ ଥିବା ଜଳଉତ୍ସକୁ ଶିବଲିଙ୍ଗ ବୋଲି ମାନ୍ୟତା ଦିଆଯାଉଛି, ତେବେ ଆଗ୍ରାର ତାଜମହଲରେ ଥିବା ସବୁ ଫୁଆରାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି । ବିଜେପିକୁ ଦାୟୀ କରି ସେ କହିଛନ୍ତିି ଯେ ମୋଦୀ ସରକାର ଦେଶକୁ ୧୯୯୦ ପୂର୍ବ ସମୟକୁ ଟାଣିନେଉଛନ୍ତି ଯେତେବେଳେ ଦେଶରେ ନିୟମିତ ସାଂପ୍ରଦାୟିକ ଦଙ୍ଗା ଘଟୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking