29.1 C
Bhubaneswar
Wednesday, April 24, 2024
Homeଓଡିଶାଆସନ୍ତା ୯ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଆସନ୍ତା ୯ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ବୈଷୟିକ ଶିକ୍ଷା ଓ ଦକ୍ଷତା ବିଭାଗ ପକ୍ଷରୁ ମିଳିଛି ସୂଚନା । ସମସ୍ତ ପ୍ରାଇଭେଟ୍ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବାକୁ ନିଷ୍ପତି ନିଆଯାଇଛି । ତେବେ କେବଳ ଶେଷବର୍ଷ ପିଲାଙ୍କ ପାଇଁ ଖୋଲାଯିବର ନିଷ୍ପତି ହୋଇଛି । ସମସ୍ତ କୋଭିଡ ଗାଇଡଲାଇନ୍ ଭିତରେ ଶିକ୍ଷାନୁଷ୍ଠାନ ଖୋଲାଯିବ । ଦୂରଦୂରାନ୍ତରେ ରହୁଥିବା ପିଲାମାନଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲିବାକୁ ରାଜ୍ୟ ସରାକର ନିଷ୍ପତି ନେଇଛନ୍ତି । ତେବେ ହଷ୍ଟେଲ, ଶ୍ରେଣୀ ଗୃହ ଏବଂ ଲ୍ୟାବ୍‌ରେ ସମସ୍ତ କୋଭିଡ ଗାଇଡଲାଇନ୍ ଅନୁପାଳନ କରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking