32.8 C
Bhubaneswar
Tuesday, April 16, 2024
Homeଓଡିଶାଗଞ୍ଜାମରେ ସମସ୍ତ ବ୍ୟାଙ୍କ ଖୋଲା ରହିବ

ଗଞ୍ଜାମରେ ସମସ୍ତ ବ୍ୟାଙ୍କ ଖୋଲା ରହିବ

ଗଞ୍ଜାମ : ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଖୋଲା ରହିବ । ଜନ ଗହଳି ନିୟନ୍ତ୍ରଣ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଭୟ ଏଡ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବବତ୍ ସାମାଜିକ ଦୂରତ୍ୱ ରକ୍ଷା ଲାଗି ଟ୍ୱିଟ୍ କରି କହିଲେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ।
https://onakhabar.com/2020/04/21/odisha-whether-7/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking