ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ: ମୁଖ୍ୟମନ୍ତ୍ରୀ

କଳାକାର ମାନେ ମୋର ପରିବାରର ସଦସ୍ୟ ଭଳି। ଆପଣମାନେ ଭଲ କାମ ଜାରି ରଖନ୍ତୁ, ମୁଁ ଓ ରାଜ୍ୟ ସରକାର ସବୁବେଳେ ସହଯୋଗ ଯୋଗାଇ ଦେବୁ – କଳାକାର ମାନଙ୍କୁ ଉତ୍ସାହ ଦେଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି କଥା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉ, କଳାକାର ମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ଦେୟ ତୁରନ୍ତ ପ୍ରଦାନ କରୁ ଏବଂ ମିଶନ ଶକ୍ତି ପରି କଳାକାର ସଂଘ ମାନଙ୍କୁ ସୁଦୃଢ କରାଯାଉ – 5T ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ … Continue reading ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ: ମୁଖ୍ୟମନ୍ତ୍ରୀ