40.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରବାସୀ ଙ୍କୁ ଖାଦ୍ୟ ରେ ଅବ୍ୟବସ୍ଥା କଲେ ମାତାରିଣୀ ଜଗତ ଜନନୀ ଏସଏସଜି ଗ୍ରୁପୁ

ପ୍ରବାସୀ ଙ୍କୁ ଖାଦ୍ୟ ରେ ଅବ୍ୟବସ୍ଥା କଲେ ମାତାରିଣୀ ଜଗତ ଜନନୀ ଏସଏସଜି ଗ୍ରୁପୁ

ଯାଜପୁର( ଅଭିମନ୍ୟୁ ମିଶ୍ର ): ଜିଲ୍ଲାର ଦାନଗଦୀ ବ୍ଲକ ଅନ୍ତର୍ଗତ। ନଡ଼ିଭଙ୍ଗା ଗ୍ରାମପଞ୍ଚାୟତ ନଡ଼ିଆଭଙ୍ଗା ନିଳାଚଳ ଉଚ୍ଚ ବିଦ୍ୟା ଳୟରେ ଥିବା କରେଁଟାଇନ ରେ ପ୍ରବାସୀ ମାନଙ୍କୁ ଖାଦ୍ୟ ଦେବା ପାଇଁ ମନା କଲେ ମା ତାରୀଣି ଜଗତ ଜନନୀ ଏସଏସଜି ଗ୍ରୁପୁ ।କହିଲେ ଯଦି ରହିବ ନିଜ ଘରୁ ଆଣି ଖାଦ୍ୟ ମଗାଇ ଖାଇବ ତାହେଲେ ରହି ପାରିବ ବୋଲି କହି ଥିଲେ ।ସେଥିପାଇଁ ପ୍ରଭାସି ପରିବାର ଲୋକଙ୍କୁ ଜଣାଇଥିଲେ।ପରିବାର ଲୋକ ଅଭିଯୋଗ କରି ବାକୁ ଯାଇ ସରପଞ୍ଚ ପାଖକୁ ଯାଇଥିଲେ ଓ ସେଠାରେ ପୋଲିସ ର ମାଡ ମଧ୍ୟ ଖାଇଥିଲେ। ଏହି ଖାଦ୍ୟ ଦେଉଥିବା ମା ତାରିଣୀ ଜଗତ ଜନନୀ ଏସଏସଜି ଗ୍ରୁପୁ ଦେବା ପାଇଁ ମନା କରିବାରୁ ପ୍ରବାସି ଙ୍କର ପରିବାର ଲୋକ ନିଜେ ପ୍ରଭାସି ଙ୍କ ପାଖରେ ଖାଦ୍ୟ ପହଁହାଇ ଥିଲେ।ଖାଦ୍ୟ ଦେଇକି ନଡିଆଭଙ୍ଗା ପଞ୍ଚାୟତ ଅଫିସରେ ପହଂଚି ପରିବାର ଲୋକ ସରପଞ୍ଚ ପାଖରେ ଅଭିଯୋଗ କରିବାରୁ ଗ୍ରୁପୁ ଲୋକଙ୍କ ବିରୋଧ ରେ ପୋଲିସ ଲଗାଇ ମାଡ ମାରି ଥିଲେ ମା ତାରୀଣି ଜଗତଜନନୀ ଏସଏସଜି ଗ୍ରୁପୁ ।ଏବିଷୟରେ ଯଥା ଶିଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି କରିଛନ୍ତି କରେଣ୍ଟଇନି ସେଣ୍ଟର ରେ ଥିବା ପ୍ରବାସି ।
 

ଜଗନ୍ନାଥ ବସ୍ତି,ଡାହି ସାହି, ମୁଣ୍ଡାମାଳ ଆଦିବାସୀ ବସ୍ତି, ରେ ରହୁଥିବା ଲୋକଙ୍କୁ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ତରଫରୁ 50 ଗୋଟି ଜରିପାଲ ଦିଆ ଯାଇଛି


 
ଯାଜପୁର : ବ୍ୟାସନଗର ରେ ଥିବା ଜଗନ୍ନାଥ ବସ୍ତି,ଡାହି ସାହି, ମୁଣ୍ଡାମାଳ ଆଦିବାସୀ ବସ୍ତି, ରେ ରହୁଥିବା ଲୋକଙ୍କୁ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ତରଫରୁ 50 ଗୋଟି ଜରିପାଲ ଦିଆ ଯାଇଛି | ଆଗାମୀ ବର୍ଷା ଦିନ ପୂର୍ବରୁ ଆଉକିଛି ବସ୍ତି ବାସିନ୍ଦା କୁ ଜରି ପାଲ ଦେବାର କାର୍ଯ୍ୟକ୍ରମ ରହିଛି |  ଏହି କାର୍ଯ୍ୟକ୍ରମ ରେ   ପ୍ରକାଶ ମିଶ୍ର,ଅଜିତ କୁମାର ରାଉତ,ଅଭିନାଶ କୁମାର,ସୁନୀଲ ଶର୍ମା,ଅଞ୍ଜନ ମଣ୍ଡଳ,ପ୍ରଶାନ୍ତ ଗୌତମ,ଅଶୋକ ଶୁକ୍ଳା, ସଞ୍ଜିତ ତିଉଆରୀ,ସଲୀଳ ରାଉତ,ଆଶିଷ ମଲିକ, ସଲୀଳ ରାଉତ,ବିକାଶ ବର୍ମା,ଶିବ କୁମାର,ଅନୀଲ କୁମାର, ଦିନା ଲାଲ ସାହୁ,ସୁନୀଲ ପାତ୍ର, ରାମକୁମାର ରାୟ, ସଞ୍ଜୟ ବର୍ମା  ସଦସ୍ୟ ମାନେ ଉପସ୍ଥିତ ରହି ପାଲ ବଣ୍ଟନ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ,।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking