ସ୍କ୍ରବ ଟାଇଫସ୍ ନେଇ ସବୁ ଜିଲ୍ଲାକୁ ସଜାଗ; ଚିକିତ୍ସା ପାଇଁ ସବୁ ଡାକ୍ତରଙ୍କୁ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ

ସୁନ୍ଦରଗଡ : ରାଜ୍ୟରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍କ୍ରବ୍ ଟାଇଫସ୍ ମୃତ୍ୟୁର ତଦନ୍ତ ହେବ । ଏଥିପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ। ବରଗଡରୁ ୫ ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା। ସେ ସମ୍ପର୍କରେ ତଦନ୍ତ କରିବ ଟିମ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ … Continue reading ସ୍କ୍ରବ ଟାଇଫସ୍ ନେଇ ସବୁ ଜିଲ୍ଲାକୁ ସଜାଗ; ଚିକିତ୍ସା ପାଇଁ ସବୁ ଡାକ୍ତରଙ୍କୁ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ