34.1 C
Bhubaneswar
Friday, March 29, 2024
Homeଓଡିଶାମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ଭୁବନେଶ୍ୱର : ମଦ ଆଉ ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ଜାରି କଲେ ନିଷେଧାଦେଶ । ଯେଉଁଠି ଭୋଟ ଗ୍ରହଣ ହେବ ସେଠାରେ ମତଦାନର ୪୮ ଘଣ୍ଟା ପୂର୍ବରୁ ମଦକୁ ନିଷେଧ କରାଯାଇଛି । ସେହିପରି ଭୋଟ ଗ୍ରହଣ ଦିନ ଛୁଟି ଘୋଷଣା ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଭୋଟ ଦେବାକୁ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ନିକଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପ୍ଧବଥିଲା । ଆସନ୍ତା ଫେବୃଆକୀ ୧୬ ତାରିଖରୁ ରାଜ୍ୟରେ ମତଦାନ ଆରମ୍ଭ ହେବ । ୫ଟି ପର୍ଯ୍ୟାୟରେ ହେବ ମତଦାନ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ହେବ ମତଦାନ । ସୂଚନା ଥାଉକି ପ୍ରର୍ଥୀମାନେ ୨୧ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking