40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରିଲିଜ ହେଲା ଅକ୍ଷୟ କୁମାରଙ୍କ 'ଫିଲହାଲ୍ ୨'

ରିଲିଜ ହେଲା ଅକ୍ଷୟ କୁମାରଙ୍କ ‘ଫିଲହାଲ୍ ୨’

ମୁମ୍ବାଇ: ବଲିଉଡ ଆକ୍ଟର ଅକ୍ଷୟ କୁମାର କିଛି ସମୟ ପୂର୍ବରୁ ପଂଜାବୀ ଗୀତ ପାଇଁ ଆକ୍ଟିଂ କରିବା ଆରମ୍ଭ କରିଛନ୍ତି । ଗତ କିଛି ବର୍ଷ ଭିତରେ ଅନେକ ହିଟ୍ ପଂଜାବୀ ଭିଡିଓ ଗୀତ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏବେ ଅକ୍ଷୟ କୁମାର ଓ ନୁପୁର ସନୋନଙ୍କ ନୂଆ ଗୀତ ରିଲିଜ ହୋଇଛି । ଯାହାର ନା ରହିଛି ଫିଲହାଲ୍ ୨ । ଏହି ଗୀତ ରିଲିଜ ହେବାମାତ୍ରେ ସୋସିଆଲ ମିଡିଆରେ ଧମାଲ କରିଛି । କହିରଖୁଛୁ, ୨୦୧୯ରେ ଅକ୍ଷୟ କୁମାର ଓ ନୁପୁର ସନୋନଙ୍କ ଫିଲହାଲ ଗୀତ ରିଲିଜ ହୋଇଥିଲା । କୃତି ସନୋନଙ୍କ ବଉଣୀ ନୁପୁର ଏହି ଗୀତରେ ଡେବ୍ୟୁ କରିଥିଲେ । ଫ୍ୟାନ୍ସଙ୍କ ସହିତ କୃତି ସାନୋନ ଓ ହିନା ଖାନ ବଳି ଷ୍ଟାର ଫିଲହାଲ ୨ ଗୀତ ରିଲିଜ ହେବାକୁ ଅପେକ୍ଷା କରିଥିଲେ । ଏବେ ଅପେକ୍ଷାର ଅନ୍ତ ଘଟିଛି ।  ଏହି ଗୀତରେ ହୃଦୟକୁ ଛୁଇଁଲା ଭଳି ପ୍ରେମକାହାଣୀ  ପ୍ରଦର୍ଶିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking