39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶମୈନପୁରୀ କରହଲରୁ ପ୍ରାର୍ଥୀ ହେବେ ଅଖିଳେଶ ଯାଦବ

ମୈନପୁରୀ କରହଲରୁ ପ୍ରାର୍ଥୀ ହେବେ ଅଖିଳେଶ ଯାଦବ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୈନପୁରୀର କରହଲ ଆସନରୁ ନିର୍ବାଚନ ଲଢିବେ । ଆଜି ଅନୁଷ୍ଠିତ ଏକ ଦଳୀୟ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଯେଉଁ ସିଟରୁ ଅଖିଳେଶ ନିର୍ବାଚନ ଲଢିବାକୁ ଯାଉଛନ୍ତି ତାହା ସମାଜବାଦୀ ଦଳର ସବୁଠୁ ସୁରକ୍ଷିତ ଆସନ ବୋଲି ମନେ କରାଯାଇଥାଏ ।

ସପା ପ୍ରତିଷ୍ଠିତା ମୁଲାୟମ ସିଂହ ଯାଦବ ଲୋକସଭାରେ ସେହି ଆସନକୁ ପ୍ରତିନିଧିତ୍ୱ କରୁଥିଲେ । ୨୦୦୨ରୁ ସେଠାରେ ସପା ପରାଜୟ ମୁହଁ ଦେଖି ନାହିଁ । ଏହା ପୂର୍ବରୁ ଅଖିଳେଶ ଯାଦବ ଆଜମଗଡରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking