ଖଣି ଦୁର୍ନୀତି ମାମଲାରେ ଅଖିଳେଶ ଯାଦବଙ୍କୁ ସିବିଆଇ ପଠାଇଛି ସମନ

ନୂଆଦିଲ୍ଲୀ: ଅନୈତିକ ଖଣି ଦୁର୍ନୀତି ମାମଲାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ ଜାରି କରିଛି। ବେନିୟମ୍‌ ଖଣି ଖନନକୁ ନେଇ ଅଖିଳେଶ ବିବାଦରେ ଛନ୍ଦି ହୋଇଥିବା ବେଳେ ପଚରା ଉଚରା କରିବା ପାଇଁ ଆଜି ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଡାକିଛି ସିବିଆଇ। ମାମଲାରେ ଅଖିଳେଶଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ହମିରପୁରରେ … Continue reading ଖଣି ଦୁର୍ନୀତି ମାମଲାରେ ଅଖିଳେଶ ଯାଦବଙ୍କୁ ସିବିଆଇ ପଠାଇଛି ସମନ