34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରିମାଣ୍ଡରେ ଗଲେ ଆକାଶ ପାଠକ

ରିମାଣ୍ଡରେ ଗଲେ ଆକାଶ ପାଠକ

ଭୁବନେଶ୍ୱର: ଆକାଶ ପାଠକଙ୍କୁ ଆଜି କ୍ରାଇମବ୍ରାଂଚ ରିମାଣ୍ଡରେ ନେଇଛି । ତାଙ୍କୁ ୫ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଂଚ ନେଇଥିବା ସୂଚନା ମିଳିଛି । ଜାଲିଆତି, ଠକେଇ, ଷଡଯନ୍ତ୍ର, ଠକେଇ ମାମଲାରେ ତାଙ୍କୁ ସିବିଆଇ ପଚରାଉଚରା କରିବ । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର ହେବା ପରେ ତାଙ୍କୁ ଆଜି ରିମାଣ୍ଡରେ ନିଆଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି । ଭିଜିଲାନ୍ସ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିଲେ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking