କେବଳ ଶକ୍ତି ପ୍ରୟୋଗ ଦ୍ୱାରା ଶାନ୍ତି ରକ୍ଷା କରାଯାଇପାରିବ ନାହିଁ।*
* କୌଣସି କଠୋର ଓ ଭୟାନକ ପରିସ୍ଥିତିରେ ଭୟଭୀତ ହେବା ଉଚିତ ନୁହେଁ।*
ଜିତିବାର ଅଭ୍ୟାସ ରଖିବା ଭଲ,କିନ୍ତୁ ବେଳେବେଳେ କିଛି ସମ୍ପର୍କରେ ହାରିଯିବା ଭଲ ।
ପ୍ରକୃତ ବନ୍ଧୁ ଦର୍ପଣ ପରି ତୁମ ଠିକ୍ ଭୁଲ୍ ର ପ୍ରତିବିମ୍ବ ଦେଖାଇ ମାର୍ଗ ଦର୍ଶନ କରାନ୍ତି।
ସମ୍ମାନ ବିନା ଜୀବନରେ ଯୋଗ୍ୟତାର ମାନେ କିଛି ନାହିଁ
ଅଦ୍ଯ ମୀନ ଦି୩୦ନ,ଅଷ୍ଟମୀ ଦ୪୯।୫୭ ରାଘ୧।୩୪,ପୂର୍ବାଷାଢ଼ା ଦ୧୪।୯ ଦିଘ୧୧।୧୫,ଧନୁ ଚନ୍ଦ୍ର ଦ୨୮।୧୯ ଦିଘ୪।୫୪.
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୩/୪୪/୫୦ ଇଂଘ୫/୩୪/୩୬ ଗତେ ଉଦୟ।
କନ୍ୟା ଦ୫/୦୫/୧୦ ଇଂଘ ୬/୦/୨୮ ଗତେ ଅସ୍ତ ।
ଯୋଗିନୀ ଐଶାନ୍ୟେ । ରାତ୍ରି ଘ୧।୩୪ ଗତେ ପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ଦିବା ଘ୧୧।୧୫ ଗତେ ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ଦିବା ଘ୪।୫୪ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୨।୫୫ ଗତେ ସଂଧ୍ୟା ଘ ୬।୩ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୭ ଗତେ ଘ୧।୧୩ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୧୧।୧୫ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୧୧।୧୫ ମଧ୍ୟେ ସାତମାସ ଗଣ୍ଡଦୋଷ ।ସ୍ଵର୍ଶ ଓ ପୀତ ବସ୍ତ୍ର ଦାନ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନାରୀକେଳ( ନଡ଼ିଆ) ଭକ୍ଷଣ ନିଷେଧ । ଦିବା ଘ୪।୫୪ ଗତେ ଶରଣ ପଞ୍ଚକ ଦୋଷ । ତୃଣ କାଷ୍ଠ ଛେଦନ ନିଷେଧ । ମାସାନ୍ତ । ବର୍ଷ ଶେଷ ।
(ଅମୃତ) – ରାତ୍ରି ଘ୧।୧୪ ଗତେ ଘ୩।୩୮ ମଧ୍ୟେ ।(ମାହେନ୍ଦ୍ର) – ଦିବା ଘ୭।୧୦ ମଧ୍ୟେ ଘ୧୦।୨୨ ଗତେ ଘ୧୨।୪୬ ମଧ୍ୟେ ।
ରାଶି ଫଳ
🌹ମେଷ: ରଚନାତ୍ମକ କାର୍ଯ୍ୟରେ ସମୟ ବିତିବ। କୌଣସି ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ। ନୂଆ କାରବାରରେ ଯଥେଷ୍ଟ ଲାଭ ପାଇବେ।
🌹ବୃଷ: ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବ୍ୟବସାୟରେ ଲାଭ ହୋଇପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ।
🌹ମିଥୁନ: କୌଣସି କାମରେ ଆଶାଠୁଁ ଅଧିକ ଧନଲାଭ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି।
🌹କର୍କଟ: ସବୁ ମନସ୍କାମନା ପୂରଣ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ହେବ। ଘରକୁ କୌଣସି ବନ୍ଧୁ ଆସିବେ।
🌹ସି˚ହ: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ବସି ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ।
🌹କନ୍ୟା: ନୂଆ ସ୍ରୋତରୁ ଧନଲାଭ ହେବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।
🌹ତୁଳା: ବନ୍ଧୁମାନଙ୍କ ସହିତ ସମୟ ବିତିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ପାରିବାରିକ ଜୀବନ ସୁଖମୟ ହେବ।
🌹ବିଛା: ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ପାଇବେ। ତରବରିଆ ଭାବେ କୌଣସି ସମାଧାନ କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
🌹ଧନୁ: ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଛାତ୍ର ପରୀକ୍ଷାରେ ଭଲ କରିବେ।
🌹ମକର: ଆପଣଙ୍କ ଜୀବନ ଲାଗି କିଛି ସୁଯୋଗ ମିଳିପାରେ। ନୂଆ ଲୋକଙ୍କ ସହିତ ମିଶିବେ। କୌଣସି ବନ୍ଧୁ ଆସିବା ହେତୁ ପରିବାରରେ ଖୁସର ପରିବେଶ ରହିବ।
🌹କୁମ୍ଭ: ଆପଣଙ୍କ ମନ ଶାନ୍ତ ରହିବ। ଯାହା ବି କାମ କରିବେ ସଫଳତା ପାଇବେ। ଚାକିରିଜୀବୀଙ୍କୁ ଅଫିସରେ ଭଲ ଖବର ମିଳିପାରେ। ପ୍ରେମ ଜୀବନ ଭଲ ରହିବ।
🌹ମୀନ: ପାରିବାରିକ କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।