27.8 C
Bhubaneswar
Thursday, April 18, 2024
Homeଓଡିଶାଆଜିର ଅନୁଚିନ୍ତା "

ଆଜିର ଅନୁଚିନ୍ତା “

🦋”କେହି ଜଣେ ମହାନ ବ୍ୟକ୍ତି ବହୁତ ଭଲ କଥା କହିଛନ୍ତି, ଉଠ ଏବଂ ବର୍ତ୍ତମାନ କାମ କର, ନଚେତ୍ ଅନ୍ୟ କେହି ସେହି କାମ କରିନେବେ ଏବଂ ଅନ୍ୟ କେହି ତୁମର ସ୍ୱପ୍ନକୁ ହାସଲ କରିନେବେ !!”

🦋”ଯେଉଁ ସମୟକୁ ତୁମେ ପ୍ରେମରେ ନଷ୍ଟ କରୁଛ, ଯଦି ତୁମେ ତୁମର ଅଧ୍ୟୟନରେ ଏହି ସମୟ ଦିଅ, ତେବେ ତୁମକୁ ଆଗକୁ ବଢ଼ିବା ପାଇଁ କେହି ଅଟକାଇ ପାରିବେ ନାହିଁ !!”

🦋”ଯେତେବେଳେ ସଫଳତା ତୁମକୁ ଏକ ନିଶ୍ୱାସ ଭଳି ଲାଗେ ସେତେବେଳେ ତୁମେ ସଫଳତା ନିଶ୍ଚୟ ପାଇବ !!”

🦋”ଯିଏ ଅନ୍ୟକୁ ସମ୍ମାନ ଦିଏ, ବାସ୍ତବରେ ସେ ନିଜେ ସମ୍ମାନିତ ବ୍ୟକ୍ତି ହୋଇଥିବେ, କାରଣ ଜଣେ ବ୍ୟକ୍ତି ପାଖରେ ଯାହା ଅଛି ତାହା ଅନ୍ୟମାନଙ୍କୁ ଦେବାରେ ସକ୍ଷମ ହୋଇଥାନ୍ତି !!”

🦋”ଗର୍ବ ଲାଗେ ଯେତେବେଳେ ଆମେ ଅନୁଭବ କରୁ ଯେ ଆମେ କିଛି କାମ କରିଛୁ, ଏବଂ ସମ୍ମାନ ଆସେ ଯେତେବେଳେ ଦୁନିଆ ଅନୁଭବ କରେ ଯେ ତୁମେ କିଛି ଗୁରୁତ୍ୱପୂର୍ଣ୍ଣ କାମ କରିଛ !!”

🦋”ଜଣେ ବ୍ୟକ୍ତି ଯିଏ ଗୋଟିଏ ସ୍ଥାନରେ ଚୁପଚାପ୍ ବସିବା ଶିଖେ, ସେ ଜୀବନରେ କିଛି ବି ହାସଲ କରିପାରିବ !!”

🦋”ଯଦି ତୁମର ସାହସ ଅଛି, ତେବେ ତୁମର ମୁଷ୍ଟିରେ ପ୍ରତ୍ୟେକ ସ୍ଥାନ ଅଛି, ଆମ ଜୀବନରେ ଅସୁବିଧା ଏବଂ ବ୍ୟାଘାତ ସାଧାରଣ ଅଟେ !!”

ଅଦ୍ୟ ସେପ୍ଟେମ୍ୱର ମାସ ୨୦ ତାରିଖ ୨୦୨୨ ମସିହା(ମଙ୍ଗଳବାର)*

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ଆଶ୍ୱିନ-କୃଷ୍ଣପକ୍ଷ

ତିଥି- ଦଶମୀ ସଂ ଘ୦୭/୪୪ ଗତେ ଏକାଦଶୀ

ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୯/୨୭ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟ।

ଚନ୍ଦ୍ର- ମିଥୁନ ଦିବା ଘ୦୨/୪୭ ପର୍ଯ୍ୟନ୍ତ ତଦନ୍ତେ କର୍କଟ

ଯୋଗ- ବାରୀୟ।ନ୍

କରଣ – ବାଣିଜ୍ୟ

ସୌରମାସ- କନ୍ୟା ୦୪ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୫୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୨୦

*✧═════•❁❀

ଯୋଗିନୀ ଉତ୍ତରେ ସଂ ଘ୦୭/୪୪ ଗତେ ଅଗ୍ନିକୋଣେ

ମକର ରାଶିର ଘାତବାର

ଦଶମୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବା

✧═════•❁❀❁•═══

କାଳବେଳା -ଦିବା ଘ ୦୧/୦୮ ଗତେ ଘ୦୨/୪୦ ମଧ୍ୟେ

ବାରବେଳା – ଦିବା ଘ ୦୭/୧୦ ଗତେ ଘ୦୮/୪୨ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୨୮ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧/୧୬ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୬/୦୩ ଗତେ ଘ୦୮/୦୬ ମଧ୍ୟେ*

═✧*══•❁❀❁•═════✧

ଅଦ୍ୟ କଳମଶାଗ ସଂ ଘ୦୭/୪୪ ଗତେ ଶିମ୍ବ ଭକ୍ଷଣ ନିଷେଧ

ଆଜିର ରାଶିଫଳ꧂🌹🌼*

✧═════•❁❀❁•═════✧

🌹ମେଷ🌷👉: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।

✧═════•❁❀❁•═════✧

🌹ବୃଷ🌷👉: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।

✧═════•❁❀❁•═════✧

🌹ମିଥୁନ🌷👉: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।

✧═════•❁❀❁•═════✧

🌹କର୍କଟ🌷👉: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।

✧═════•❁❀❁•═════✧

🌹ସିଂହ🌷👉କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।

✧═════•❁❀❁•═════✧

🌹କନ୍ୟା🌷👉: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।

✧═════•❁❀❁•═════✧

🌹ତୁଳା🌷👉: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।

✧═════•❁❀❁•═════✧

🌹ବିଛା🌷👉: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।

✧═════•❁❀❁•═════✧

🌹ଧନୁ🌷👉: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।

✧═════•❁❀❁•═════✧

🌹ମକର🌷👉: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।

✧═════•❁❀❁•═════✧

🌹କୁମ୍ଭ🌷👉: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।

✧═════•❁❀❁•═════✧

🌹ମୀନ🌷👉: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking